Loading the player...


INFO:
ମଙ୍ଗଳବାର ଦିନ ବୌଦ୍ଧ ବ୍ଲକ ଟିକର ପଡା ଗ୍ରାମ ପଞ୍ଚାୟତର ବହଲ ପଡା ଗ୍ରାମରେ ସ୍ବାସ୍ଥ୍ୟ ଓ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ସମନ୍ବିତ ସ୍ବାସ୍ଥ୍ୟ ଶିବିର ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ର ଅନୁଷ୍ଠିତ ହୋଇ ଯାଇଛି l ୧୦୫ ହିତାଧିକାରୀ ଏଥିରେ ଲଭାନ୍ଵିତ ହୋଇଛନ୍ତି। ମ୍ୟାଲେରିଆ , ହେପାଟାଇଟିସ ଇତ୍ୟାଦି ପାଇଁ ରକ୍ତ ନମୁନା ପରୀକ୍ଷା କରା ଯାଇଥିଲା।
ବୌଦ୍ଧ ସଦର: ବହଲପଡା ଗାଁରେ ସ୍ବାସ୍ଥ୍ୟ ଓ ଅବକାରୀ ବିଭାଗର ତରଫରୁ ସମ୍ବନ୍ନିତ ସ୍ବାସ୍ଥ୍ୟ ଶିବିର ଓ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ - Baudh Sadar News