Loading the player...


INFO:
ଥୁଆମୂଳ ରାମପୁର ବ୍ଲକର ତଳାମପଦର ପଞ୍ଚାୟତ ଅନ୍ତର୍ଗତ ସିଗିନି ଗାଁରେ ଅଗ୍ରଣୀ ସଂସ୍ଥା “ସ୍ବାସ୍ଥ୍ୟ ସ୍ବରାଜ” ପକ୍ଷରୁ ଆଜି ଏକ ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉପର ଆମ୍ବପଦର, ଟୁଣ୍ଡାମୁଇ, ଟେଣ୍ଡକାମୁଇ, ଏବଂ ତାରାପଦର ଭଳି ଆଖପାଖ ଗାଁରୁ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଲୋକ ସ୍ବାସ୍ଥ୍ୟ ଶିବିରରେ ଉପସ୍ଥିତ ଥିଲେ।
ଲାଞ୍ଜିଗଡ: ସିଗିନି ଗାଁରେ ସ୍ବାସ୍ଥ୍ୟ ସ୍ବରାଜ” ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ - Lanjigarh News